ଶିମିଳିପାଳରେ ୨ୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ


ଶିମିଳିପାଳରେ ୨ୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ; ୭୧ ବନ୍ଧୁକ ଜବତ; ବିଭିନ୍ନ ଥାନା ଅଞ୍ଚଳରେ ବନ ବିଭାଗ ଓ ପୋଲିସର ସର୍ଚ୍ଚ ଅପରେସନ, ପ୍ରଥମ ପର୍ଯ୍ୟାୟରେ ୧୫୬ ଦେଶୀ ବନ୍ଧୁକ ଜବତ ହୋଇଥିଲା।


error: Content is protected !!