ଦାମୀ ଗାଡ଼ିରେ ବଜ୍ରକାପ୍ତା ଚୋରା ଚାଲାଣ


• ଦାମୀ ଗାଡ଼ିରେ ବଜ୍ରକାପ୍ତା ଚୋରା ଚାଲାଣ।

• ଜୀବନ୍ତ ବଜ୍ରକାପ୍ତା ସହ ଅଭିଯୁକ୍ତକୁ ବାନ୍ଧିଲା STF।

• ନୂଆପଡ଼ା ଖରିଆର ବାଙ୍କପୁର ଛକରେ ଧରିଲା ପୋଲିସ।

• ଅଭିଯୁକ୍ତ ରଞ୍ଜନ ସାହୁର ଘର କଳାହାଣ୍ଡି କଣ୍ଟାମାଳା ଅଞ୍ଚଳରେ।

• ଖରିଆର ଜଙ୍ଗଲରୁ ଚୋରା ଚାଲାଣ ହେଉଥିଲା ବଜ୍ରକାପ୍ତା।


error: Content is protected !!