ମଦ ଦୋକାନୀକୁ ୨୦ ଲକ୍ଷ ଫାଇନ୍


• କଟକ: ମଦ ବୋତଲ ପିଛା ଅଧିକ ରେଟ୍ ନେବାରୁ ଦୋକାନୀ ଦଣ୍ଡିତ।

• ମଦ ଦୋକାନ ସିଲ୍ ସହ ୨୦ ଲକ୍ଷ ଫାଇନ୍ କଲେ କଞ୍ଜୁମର କୋର୍ଟ।

• ବାରଙ୍ଗ ଥାନା ରାମଦାସପୁରରେ ଥିବା ଏକ ମଦ ଦୋକାନକୁ ଫାଇନ୍।

• MRP ରେଟ୍‌ ଠାରୁ ୧୦ ଟଙ୍କା ଅଧିକ ନେଉଥିବା ଅଭିଯୋଗ ହୋଇଥିଲା।


error: Content is protected !!