ମନୋଜ ଫୋନ୍‌ ଉଠାଇଲେନି- କୁନା


• ଓଲିଉଡ୍‌ କଳି ସମାଧାନ ପାଇଁ ଓଏଫ୍‌ଡିସିରେ ବୈଠକ।

• ବୈଠକ ପରେ ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ପ୍ରତିକ୍ରିୟା।

• ଆଲୋଚନା ପାଇଁ ଡାକିଥିଲି; ଅରିନ୍ଦମ , ଶ୍ରୀତମ , ଟୁଟୁ ନାୟକ ଆସିଥିଲେ।

• ମନୋଜଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇଲେନି।

• ତଥାପି ଆମର ଚେଷ୍ଟା ରହିବ , ଏ ଘଟଣା ଆଉ ଆଗକୁ ନବଢୁ।


error: Content is protected !!