ଆମ ଓଡ଼ିଶା ନବୀନ ଓଡ଼ିଶା


ପୋଲସର ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ମିନୀ ଷ୍ଟାଡିୟମ୍ ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5t ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ V.K ପାଣ୍ଡିୟାନ୍ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଆମଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ସମସ୍ତ ଗ୍ରାମର ରୁପାନ୍ତରିକରଣ ପାଇଁ ଶୁଭାରମ୍ଭ କରିଛନ୍ତି।ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।


error: Content is protected !!