RDC ପକ୍ଷରୁ ବୁଥ୍ ସ୍ତରରେ ପରିଦର୍ଶନ


ନୀଳଗିରି:(ବିମଳ କୁମାର ଦଳେଇ):- ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରି।ବାଲେଶ୍ୱର RDC ପକ୍ଷରୁ ନୀଳଗିରି ନିର୍ବାଚନ ମଣ୍ଡଳର ବିଭିନ୍ନ ସ୍କୁଲ ଗୁଡ଼ିକ ପରିଦର୍ଶନ କରିବା ଶହ ଭୋଟର ଲିଷ୍ଟ ସଂସଦ୍ଧନରେ ରହିଥିବା ବୁଥ୍ ସ୍ତରୀୟ ଦାୟିତ୍ୱରେ ରହିଥିବା ଶିକ୍ଷକଙ୍କ ଶହ ଆଲୋଚନା କରିବା ଶହ ଯେପରିକି ତ୍ରୁଟିପୂର୍ଣ୍ଣ ସଂସଧୋନରେ କୋଣସି ଅସୁବିଧା ନ ହୁଏ ସେ ପ୍ରତି ଗୁରୁତ୍ୱ ସହକାରେ ଧ୍ୟାନ ଦେବା ପାଇଁ କହିଥିଲେ।ତେଣୁ ଆଜି ନୀଳଗିରି ଥାନା ଅନ୍ତର୍ଗତ ସନ୍ତରା ଗଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଂଚି।ବିଦ୍ୟାଳୟର ଇଲେକ୍ଟ୍ରି ଓ ଅନ୍ୟାନ ସୁବିଧା ଅଛି କି ନାହିଁ ତାହା ତଦାରଖ କରିଥିଲେ।ତେଣୁ ସେମାନଙ୍କ ଶହ ଅନ୍ୟ ଜିଲ୍ଲାସ୍ତରୀୟ RDC ବିଭାଗୀୟ କତୃପକ୍ଷ ଓ ବାଲେଶ୍ୱର ଉପଜିଲ୍ଲାପାଳ,ନୀଳଗିରି ଉପଜିଲ୍ଲାପାଳଙ୍କ ଶହ ବିଭାଗୀୟ କତୃପକ୍ଷ ଉପସ୍ଥିତ ରହିବା ଶହ 5Tରେ ଅନ୍ତରର୍ଭୁକ୍ତ ବିଦ୍ୟାଳୟ ଗୁଡ଼ିକ ଶହ ଠିକି ସେ ପାଠପଢା ଯାଉଛି କି ନାହିଁ ଏବଂ ଶ୍ରେଣୀ ଗୃହ ଗୁଡ଼ିକ ଠିକି ଅଛି କି ନାହିଁ ସେଗୁଡିକ ବୁଲି ତଦାରଖ କରିବା ଶହ ପିଲାମାନଙ୍କୁ ପାଠ୍ୟ ପ୍ରଶ୍ନ ପଚାରି ବୁଝିଥିଲେ।


error: Content is protected !!