ନଭେମ୍ବର ୬ରୁ ଜୟପୁରକୁ ଉଡ଼ିବ ଦ୍ବିତୀୟ ବିମାନ


• ଭୁବନେଶ୍ବରରୁ କୋରାପୁଟର ଜୟପୁରକୁ ଉଡ଼ିବ।

• ବିମାନ ସେବା ଯୋଗାଇବ ଇଣ୍ଡିଆ ୱାନ ଏୟାର କମ୍ପାନି।

• ସୋମବାର ଓ ଶୁକ୍ରବାର ଦିନକୁ ୨ଥର ଉଡ଼ାଣ ଭରିବ।

• ଆର୍ଥିକ ସହାୟତା ଯୋଗାଇବେ ରାଜ୍ୟ ସରକାର।

• ଗତବର୍ଷ ମୁଖ୍ୟମନ୍ତ୍ରୀ ପ୍ରଥମ ବିମାନ ସେବା ଆରମ୍ଭ କରିଥିଲେ।


error: Content is protected !!