ଜଟଣୀରେ ମନ୍ମଥଙ୍କ ପାଇଁ ବିଶାଳ ବନ୍ଧୁ ମିଳନ କଲେ ସୁର ରାଉତରାୟ ମନ୍ମଥଙ୍କ ପାଇଁ ସୁରଙ୍କ ବିଶାଳ ବନ୍ଧୁ ମିଳନ


ଆଗାମୀ ଦୁଇ ହଜାର ଚବିଶ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ରହିଲା କିନ୍ତୁ ଜଟଣୀରେ ମନ୍ମଥଙ୍କ ପାଇଁ ମୈଦାନ ରେଡି ଜଟଣୀ ବିଧାନସଭା କ୍ଷେତ୍ରରୁ ଏଥର ସୁର ରାଉତରାୟଙ୍କ ବଦଳରେ ଲଢ଼ିବେ।ତାଙ୍କ ସାନ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ।ଏଥିପାଇଁ ଜଟଣୀ ବିଧାୟକ ସୁର ରାଉତରାୟ ଜୋରସୋରରେ ଲାଗି ପଡିଛନ୍ତି।ଆଉ ସୁରଙ୍କ ସୈନ୍ୟ ସାମନ୍ତ ବି ପୁରା ପ୍ରସ୍ତୁତ ସେହି କ୍ରମରେ ଅକ୍ଟୋବର ପନ୍ଦର ତାରିଖ ରବିବାର ଦିନ ଯୁବ ନେତା ତ୍ରିଲୋଚନ ପ୍ରଧାନ ତଥା ସବୁରି ପ୍ରିୟ ଚଇନ ଭାଇଙ୍କ ନେତୃତ୍ୱରେ ଜଟଣୀ ପଧାନ ସାହି ପଞ୍ଚାୟତରେ ହେଉଥିଲା।ବିଶାଳ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତେବେ ଆସନ୍ତୁ ଦେଖିବା ଏ ବାବଦରେ ଆମ ଜଟଣୀ ପ୍ରତିନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ୱତନ୍ତ୍ର ଉପସ୍ଥାପନା।


error: Content is protected !!