ନେପାଳରେ ପୁଣି ଭୂକଂପ; ୭୦ ମୃତ


ନେପାଳରେ ପୁଣି ଭୂକଂପ; ୭୦ ମୃତ।ବିଳମ୍ବିତ ରାତିରେ ୬.୪ ତୀବ୍ରତାର ଝଟ୍‌କା ଅନୁଭୂତ। ଭୂକଂପରେ ୭୦ ଜଣଙ୍କ ମୃତ୍ୟୁ, ପ୍ରାୟ ୧୫୦ ଆହତ। ଅନେକ କୋଠା ଭାଙ୍ଗି ଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କ।


error: Content is protected !!