ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ


ଆଜି ବିଭିନ୍ନଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କନ୍ଧମାଳ , ଅନୁଗୁଳ ଓ ଗଜପତିର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ , କନ୍ଧମାଳ ପାଇଁ ୮୫ କୋଟି , ଅନୁଗୁଳ ପାଇଁ ୧୧୨ କୋଟି , ଗଜପତି ପାଇଁ ୭୪କୋଟି ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।


error: Content is protected !!