କେନ୍ଦ୍ରାପଡ଼ା ଜିଲ୍ଲାର ଦଳୀୟ ସଂଗଠନ ଦାୟିତ୍ୱ ପ୍ରତାପଙ୍କ ଉପରେ


ପୂର୍ବରୁ ଭଦ୍ରକ ଜିଲ୍ଲା ବିଜେଡ଼ି ପର୍ଯ୍ୟବେକ୍ଷକ ଦାୟିତ୍ୱ ନିର୍ବାହ କରି ଦଳକୁ ଶକ୍ତିଶାଳୀ କରିଥିବା ପ୍ରତାପଙ୍କ ଉପରେ ଆସ୍ଥା ପ୍ରକଟ କରି ନିଜ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲାର ଦଳୀୟ ସଂଗଠନ ଦାୟିତ୍ୱ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଦାନ କରିଛନ୍ତି।


error: Content is protected !!