ବିଜେପିରେ ଯୋଗଦେବା ଚର୍ଚ୍ଚାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ


ବିଜେପିରେ ଯୋଗଦେବା ଚର୍ଚ୍ଚାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଲେ- ଏଯାଏଁ ସେ ସଂପର୍କରେ କୌଣସି ନିଷ୍ପତ୍ତି ନେଇନାହିଁ, ଶପଥ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଏକ ସଂଯୋଗ, ସେଠାରେ ସେମିତି କୌଣସି ରାଜନୈତିକ ଚର୍ଚ୍ଚା ହୋଇନି, ବିଜେଡି କେଉଁଠୁ ଖବର ପାଇଲା ବୋଲି ପ୍ରଶ୍ନ କଲେ ପ୍ରଦୀପ ପାଣିଗ୍ରାହୀ।


error: Content is protected !!