ଦୀପାବଳିରେ ବିଷାକ୍ତ ହେଲା ଟ୍ବିନ୍‌ସିଟି


କଟକ ଓ ଭୁବନେଶ୍ବରରେ ପ୍ରଦୂଷଣ ସ୍ଥିତି ସାଙ୍ଘାତିକ।ରାତି ଗୋଟାଏରେ ରେକର୍ଡ ଛୁଇଁଲା ପ୍ରଦୂଷଣ ମାତ୍ରା।ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ପ୍ରଦୂଷଣ ଥିଲା ୯୯୯।ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଥିଲା ୬୭୬।କଟକରେ ପ୍ରଦୂଷଣ ସ୍ତର ୮୮୨ ରେକର୍ଡ।


error: Content is protected !!