ରାଜ୍ୟ କଂଗ୍ରେସ ଆରମ୍ଭ କରିବ ତୁଳସୀ ଯାତ୍ରା


ଡିସେମ୍ବର ୧ ତାରିଖରେ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ତୁଳସୀ ଯାତ୍ରା | ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ ଡାକରା ନେଇ ସୂଚନା ଦେଲେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ |


error: Content is protected !!