ଶ୍ରୀମନ୍ଦିର ପରିସରରେ ପାନ,ଗୁଟଖା ସଂପୂର୍ଣ୍ଣ ନିଷେଧ


ପୁରୀ: ଶ୍ରୀମନ୍ଦିର ପରିସରରେ ପାନ,ଗୁଟଖା ସଂପୂର୍ଣ୍ଣ ନିଷେଧ। ଜାନୁଆରୀ ୧ ତାରିଖରୁ ଲାଗୁ ହେବ ନିୟମ।ଏନେଇ ଛତିଶା ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି।ଏବେ ସଚେତନ କରାଯିବ କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ପାନ , ଗୁଟଖା ପାଇଁ ଫାଇନ୍ ବ୍ୟବସ୍ଥା ଥିଲେ ବି କେହି ମାନୁନାହାନ୍ତି।


error: Content is protected !!