ଚଣ୍ଡିଖୋଲ ଯଦୁପୁର ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ,ଜଣେ ଗୁରୁତର


କେନ୍ଦ୍ରାପଡ଼ା:ପାରାଦୀପ-ଚଣ୍ଡିଖୋଲ ଯଦୁପୁର ନିକଟରେ ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର, ବାଇକରେ ୨ ସଂପର୍କୀୟ ଭାଇ ଯାଉଥିବା ବେଳେ ଚାପିଦେଲା ଟ୍ରକ୍।


error: Content is protected !!