କାଠଯୋଡି ନଦୀବାଲିରୁ ଦଶମ ଛାତ୍ରଙ୍କ ମୃତଦେହ ଉଦ୍ଧାର


କଟକ: କାଠଯୋଡି ନଦୀବାଲିରୁ ଦଶମ ଛାତ୍ରଙ୍କ ମୃତଦେହ ଉଦ୍ଧାର, କିଛି ଦିନ ଧରି ନିଖୋଜ ଥିଲେ ଛାତ୍ରଜଣକ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ପୁଲିସ୍‌ର ତଦନ୍ତ ଆରମ୍ଭ।


error: Content is protected !!