ନୂଆ ଯୋଜନା


ନୂଆ ଯୋଜନା ‘ଆମ ହସ୍ପିଟାଲ’କୁ କ୍ୟାବିନେଟ ମଞ୍ଜୁରୀ ଯୋଜନାରେ ଜିଲ୍ଲା ହସ୍ପିଟାଲ, SDH, CHC, PHC ସାମିଲ ୫ ବର୍ଷରେ ୧୮୫୮ ସରକାରୀ ମେଡିକାଲରେ କାର୍ଯ୍ୟକାରୀ ହେବ ପ୍ରଥମ ବର୍ଷରେ ୧୪୯ଟି ହସ୍ପିଟାଲର ସୁଦୃଢୀକରଣ ହେବ ୫ ବର୍ଷରେ ଯୋଜନାରେ ଖର୍ଚ୍ଚ ହେବ ୩୩୮୮.୭୩ କୋଟି।


error: Content is protected !!