କେଜରିୱାଲଙ୍କୁ ECଙ୍କ ନୋଟିସ୍


କେଜରିୱାଲଙ୍କୁ ECଙ୍କ ନୋଟିସ୍।ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ। ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ ।ଗୁରୁବାର ସୁଦ୍ଧା ମଡେଲ୍ କୋର୍ଡ ଉଲ୍ଲଂଘନର ଜବାବ ପାଇଁ ନୋଟିସ୍।


error: Content is protected !!