ସନ୍ତରାଗଡିଆ କାଳୀପୂଜା ମହୋତ୍ସବ୍ ଦ୍ୱିତୀୟ ସନ୍ଧ୍ୟାରେ ଜନ ସମୁଦ୍ର ଶହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ


ନୀଳଗିରି:(ବିମଳ କୁମାର ଦଳେଇ):- ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ, ଶ୍ୟାମସୁନ୍ଦର ପୁର ପଂଚାୟତ ସ୍ଥିତି ସନ୍ତରା ଗଡିଆ କାଳୀପୂଜା କମିଟି ତରଫରୁ, କାଳୀପୂଜା ମହୋତ୍ସବ୍ ଅନୁଷ୍ଠିତ ହୋଇଯାଇଛି,, ଆଜି ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ,, ନୀଳଗିରି ବିଜେଡି ମୁଖ୍ୟ ନେତା ତଥା,,ଜିଲ୍ଲା ବିଜେଡି ସିନିଅର ସଭାପତି ସନ୍ତୋଷ ଖଟୁଆ ଯୋଗଦାନ ଦେଇ,,ଉକ୍ତ କାଳୀପୂଜା କମିଟି ଆଗାମୀ ବର୍ଷ ମାନଙ୍କ ରେ କିପରି,, ତାଙ୍କର ଏହିପରି ମହୋତ୍ସବ୍ କରି ବନ୍ଧୁତାର ସୂତ୍ର ରେ ଅଂଚଳ ବାସୀଙ୍କୁ,ଏକ ବନ୍ଧନ ରେ ବାନ୍ଧି ଅଂଚଳ ରେ ବିକାଶ ପାଇଁ ତରାନ୍ୱିତ କରି ପାରିବ,ଏବଂ ଶ୍ରୀ ଖଟୁଆ ଉକ୍ତ ମହୋତ୍ସବ୍ କାର୍ଯ୍ୟକ୍ରମ ପାଇଁ ପ୍ରତି ବର୍ଷ 50.000ଟଙ୍କା ଲେଖାଏଁ ଅନୁଦାନ କରିବେ ବୋଲି ପ୍ରତିଶୃତି ଦେଇ କହିଥିଲେ,ଏବଂ ,ମୁଖ୍ୟ ବକ୍ତା ଜିଲ୍ଲା ବିଜେଡି ଯୁବ ସଭାପତି ତାପସ ପରିଡା,ନିଜ ବକ୍ତବ୍ୟ ରେ ସେମାନଙ୍କର ରୋଜଗାର ପେନ୍ଥା ଶହ ଦୋକାନ ଗୁଡ଼ିକ ସ୍ଥାୟୀତା କରାଯାଇ ପାରିବ, ସେନେଇ ରାଜ୍ୟ ସରକାର ଙ୍କର 5T ସଚିବ ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କୁ, ଜିଲ୍ଲାପାଳ ଙ୍କ ଜୋରିଆ ରେ ଗୁହାରି ଜଣାଇ ସମାଧାନ ର ବାଟ ଖୋଲିବା ଶହ,ତେଣୁ କାଳୀପୂଜା କମିଟି ସମସ୍ତ ସଦସ୍ୟ ଙ୍କର ସହଯୋଗ ଗୁରୁତ୍ୱପୂର୍ଣ ରହିଛି ଶ୍ରୀ ପରିଡା କହିଥିଲେ,,ଅନ୍ୟ ମାନଙ୍କ ମଧ୍ୟରେ ବରଣ୍ୟ ଅତିଥି ଭାବେ ଆଦିବାସୀ ଆଇଟି ଡିସି ର ଚେୟାରମ୍ୟାନ ମଦନମୋହନ ମାଝୀ,ସମ୍ମାନିତ ଅତିଥି ବରିଷ୍ଠ ଆଇନିଯିବି ଅମେରେନ୍ଦ୍ର ପଟନାୟକ, ଭାସ୍କର ଚନ୍ଦ୍ର ବେହେରା,, ଶ୍ୟାମସୁନ୍ଦର ପୁର ପଂଚାୟତ ସରପଞ୍ଚ ପୁରସ୍ତମ ସେଠି,, ଓ ମଞ୍ଚ ପରିଚାଳନା କରିଥିଲେ ପଦ୍ୟୁମ୍ନ ମିଶ୍ର ପ୍ରମ୍ମୁଖ ଙ୍କ ଶହ କାଳୀପୂଜା କମିଟି ପକ୍ଷରୁ ସଭାପତି ହିମାଂଶୁଶେଖର ସେନାପତି, କପିଳ ସାମଲ, ରତ୍ନାକର ନନ୍ଦ,ରାଜୀବ କୁମାର ପାଣିଗ୍ରାହୀ, ଦିପୁ ସ୍ୱାଇଁ,ଗଣେଶ ଚନ୍ଦ୍ର ରଣା, କାଳିଆ ବାରିକ, ମୁନା ରାଉତ, କୈଳାଶ ଚନ୍ଦ୍ର ରାଉତ,ପପୁ ଗୋସେଇଁ, ଲଷ୍ମୀଧର ପଣ୍ଡା,ମନରୋଞ୍ଜନ ସାମଲ,ଅଭିଷେକ ଦାଶ,, ଟିକିନା ବାରିକ, ଗଦାଧର ରାଉତ, ଉଦୟ କୁମାର ମହାନ୍ତି,ଙ୍କ ଶହ ବହୁ କମିଟି ସଦସ୍ୟ ଉପସ୍ଥିତ ରହି ଉକ୍ତ ମହୋତ୍ସବ୍ ର କାର୍ଯ୍ୟକ୍ରମ କୁ ସୂଚାର ରୂପେ ତଦାରଖ କରିଥିଲେ,ଏବଂ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଓଡ଼ିଆସିନେ ଜଗତ ସିଙ୍ଗର ଷ୍ଟାର ସତ୍ୟଜିତ ପ୍ରଧାନ ଙ୍କର ଗୀତରେ ଦର୍ଶକ ବେଶ ମନଭୋରୀ ଉପଭୋଗ କରି ଝୁମି ଉଠିଥିଲେ,, ତେଣୁ ଏହିପରି ମହୋତ୍ସବ୍ କାର୍ଯ୍ୟକ୍ରମ ରେ ଉକ୍ତ ସ୍ଥାନଟି ଜନ ସମୁଦ୍ର ପାଲଟି ଯାଇଥିଲା,,


error: Content is protected !!