କାଲି ମା’ ସମଲେଇଙ୍କ ଦର୍ଶନ ସାଢ଼େ ୪ ଘଣ୍ଟା ବନ୍ଦ


ସମ୍ବଲପୁର: କାଲି ମା’ ସମଲେଇଙ୍କ ଦର୍ଶନ ସାଢ଼େ ୪ ଘଣ୍ଟା ବନ୍ଦ।କାଲି ଦିନ ୨ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ସାଧାରଣ ଦର୍ଶନ ବନ୍ଦ।ରାଷ୍ଟ୍ରପତିଙ୍କ ମା’ ସମଲେଇଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିବାରୁ ଦର୍ଶନ କଟକଣା।


error: Content is protected !!