ସାଲୁଗା ପ୍ରଧାନ ହୋଇପାରନ୍ତି ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ


ସାଲୁଗା ପ୍ରଧାନ ହୋଇପାରନ୍ତି ବିଧାନସଭା ଉପବାଚସ୍ପତି ପ୍ରାର୍ଥୀ, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହୋଇପାରନ୍ତି ପ୍ରାର୍ଥୀ, କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ସାଲୁଗା ପ୍ରଧାନ, ସାଲୁଗାଙ୍କ ନାଁ ଘୋଷଣା କରି ବିଜେଡି ଖେଳିପାରେ ଆଦିବାସୀ କାର୍ଡ।


error: Content is protected !!