ବୁଦ୍ଧଭୂମିରେ ଐତିହ୍ୟ, କୀର୍ତ୍ତି ଓ ସଂସ୍କୃତିର ଜୟଗାନ


ରାଜ୍ୟସ୍ତରୀୟ ଚତୁର୍ଦ୍ଦଶ ଉଦୟଗିରି ବୁଦ୍ଧ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି।ବିଶ୍ୱବିଖ୍ୟାତ ବୌଦ୍ଧପୀଠ ଉଦୟଗିରି ପାଦଦେଶରେ ପର୍ଯ୍ୟଟନ ଭବନ ପରିସରରେ 24 ଓ 25 ନଭେମ୍ବର 2024 ଶୁକ୍ରବାର ଓ ଶନିବାର ଉଦଘାଟନ ପର୍ବ ପୂର୍ବାହ୍ନ 11 ଘଟିକା।

♦️ ଉଦଯାପନ ଅପରାହ୍ନ 4 ଘଟିକା ଉତ୍ସବରେ ଯୋଗଦେବେ ବହୁ ମାଣ୍ୟଗଣ୍ୟ ଅତିଥି ଚଳିତ ବର୍ଷର ଉଦୟଗିରି ବୁଦ୍ଧ ସମ୍ମାନ ପାଇବେ ବୌଦ୍ଧଭିକ୍ଷୁ ଧମ୍ମ ଗୋଭେସୋ , ବୁଦ୍ଧ ମନ୍ଦିର ,ଭୁବନେଶ୍ଵର ଡ. ସୌରେନ୍ଦ୍ର କୁମାର ମହାପାତ୍ର , ଟ୍ରଷ୍ଟି, ମହାବୋଧି ସୋସାଇଟି ଅଫ ଇଣ୍ଡିଆ ଡ. ହରିଶ୍ ଚନ୍ଦ୍ର ପୃଷ୍ଟି , ବିଶିଷ୍ଟ ବୌଦ୍ଧ ଗବେଷକ ଉନ୍ମୋଚିତ ହେବ ଉଦୟଗିରି ସଂକଳନର ସ୍ୱତନ୍ତ୍ର ସଂଖ୍ୟା ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେବ। ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ।

▪︎ଦୁଇଦିନିଆ ଏହି ଐତିହ୍ୟ ଓ ସଂସ୍କୃତି ମହୋତ୍ସବରେ ଯୋଗଦାନ ପାଇଁ ବିନମ୍ର ନିବେଦନ।

● ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି।


error: Content is protected !!