ଆତଙ୍କୀ ହମଲା: ସେନା ଅଧିକାରୀ ସହିଦ


ଆତଙ୍କୀ ହମଲା: ସେନା ଅଧିକାରୀ ସହିଦ।ଜାମ୍ମୁ କାଶ୍ମୀର ରଜୌରୀରେ ଆତଙ୍କବାଦୀଙ୍କ ହମଲା।ଆତଙ୍କୀ ହମଲାରେ ଜଣେ ସେନା ଅଧିକାରୀ ସହିଦ , ୩ ଗୁରୁତର।ଆତଙ୍କୀ ଲୁଚିଥିବା ଖବର ପାଇ ଅପରେସନ ବେଳେ ପାଲଟା ହମଲା।ବାଜିମଲ୍‌ ଜଙ୍ଗଲରେ ଆତଙ୍କୀ ଲୁଚିଥିବା ଖବର ପାଇ କମ୍ବିଂ ଚାଲିଥିଲା।


error: Content is protected !!