ପୋଲସରା


ଘରେ ସର୍ପାଘାତରେ ମା’ଝିଅ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍‌।ବାପା ସାପ ଲଗେଇ ମାଆଝିଅଙ୍କୁ ମାରିଥିବା ତଦନ୍ତରୁ ସ୍ପଷ୍ଟ ହେଲା।ନିଜେ ବାପା ଘରକୁ ସାପ ଆଣି ମାଆଝିଅଙ୍କୁ ମାରିଥିବା ସୂଚନା।ପତ୍ନୀ ଓ ଝିଅଙ୍କୁ ହତ୍ୟା ଅଭିଯୋଗରେ କେ. ଗଣେଶ ପାତ୍ର ଗିରଫ।ଗତ ଅକ୍ଟୋବର ୭ରେ କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ ହତ୍ୟା ଘଟିଥିଲା।


error: Content is protected !!