ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା


କଟକ: ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, ଏନେଇ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରୁଥିବା କହିଲେ ମେୟର, ପ୍ରେସମିଟ୍‌ରେ କେନ୍ଦ୍ର ବିରୋଧରେ ଅଭିଯୋଗ କଲେ ମେୟର, ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, କିନ୍ତୁ ମାନ୍ୟତା କାହିଁକି ଦେଉନାହାନ୍ତି ପ୍ରଶ୍ନ କଲେ ମେୟର ସୁବାସ ସିଂ।


error: Content is protected !!