ଯୁବତୀକୁ ୩୨ ପିସ୍‌


ଉମରକୋଟ: ମାଟି ତଳେ ଯୁବତୀଙ୍କ ମୃତଦେହ ଠାବ ଘଟଣା। ହତ୍ୟା ପରେ ୩୨ ଖଣ୍ଡ କରି କାଟିବା ପରେ ମାଟିରେ ପୋତିଥିଲେ। ଘଟଣାସ୍ଥଳରେ ରାଇଘର SDPO ଓ ସାଇଣ୍ଟିଫିକ୍ ଟିମ୍‌ର ତନାଘନା।


error: Content is protected !!