ଅଖା ପାଇଁ ମିଲର ୨୦ ଟଙ୍କା ଚାଷୀ ଦେବେ


୨୦୨୩-୨୪ ବର୍ଷ ର ପନ୍ଜିକୁତ ଚାଷୀ ଭାଇମାନେ ଝୋଟ ଅଖା ବସ୍ତାରେ ଧାନ ମଣ୍ଡି କୁ ଧାନ ଆଣିବେ। ସେଥିପାଇଁ ପ୍ରତି ଅଖା ପାଇଁ ମିଲର ୨୦ ଟଙ୍କା ଚାଷୀ ଦେବେ।


error: Content is protected !!