୩୭ଟି ପଏଣ୍ଟରେ ଲେଜର ସ୍କାନିଂ


୩୭ଟି ପଏଣ୍ଟରେ ଲେଜର ସ୍କାନିଂ।ସରିଲା ପ୍ରଥମ ଦିନର ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ।ଉତ୍ତର-ପଶ୍ଚିମ ଓ ଉତ୍ତର-ପୂର୍ବର ୩୭ଟି ପଏଣ୍ଟରେ ଲେଜର ସ୍କାନିଂ।କାଲି ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥର ଉତ୍ତର ଭାଗରେ ସ୍କାନିଂ ହେବ।ସୂଚନା ଦେଲେ ଏଏ୍‌ସଆଇ ଅଧୀକ୍ଷକ ଡି.ବି ଗଡ଼ନାୟକ।


error: Content is protected !!