ଆଧ୍ୟାତ୍ମିକ ଦୁନିଆଁର ଉପନ୍ୟାସ ପୃଷ୍ଠା


ଆଧ୍ୟାତ୍ମିକ ଦୁନିଆଁର ଉପନ୍ୟାସ ପୃଷ୍ଠାରୁ ଯାହାମିଳେ , ଜଣେ ଶାନ୍ତସରଳ ମଣିଷକୁ ଯାହା କହିଲେ ସେ ହସି ହସି ସହିବାକୁ ବାଧ୍ୟ ହୁଏ।କାରଣ ତାହା ତାର ଜନ୍ମଗତ ପ୍ରକୁର୍ତ୍ତୀ ହେଇଥାଏ। କିନ୍ତୁ ଜଣେ ଅପରାଧୀ ଯେତେବେଳେ ଆଇନି ହାତରେ ଧରାପଡ଼େ ସେତେବେଳେ ଜେଲରେ ରହି ଅନୁଭବ କରେ ପ୍ରାଚୁର୍ଯ୍ୟ ପଛରେ ଦୌଡିବାର ପରିଣତି ଜେ ତାକୁ କିପରି ହସିବାକୁ ବଧ୍ୟ୍ୟ କରାଉଛି।କାରଣ ଜୀବନଟା ଅନ୍ଧକାର ହେଇଯାଇଥାଏ।


error: Content is protected !!