ଆଧ୍ୟାତ୍ମିକ ଦୁନିଆଁର ଉପନ୍ୟାସ ପୃଷ୍ଠାରୁ ଯାହାମିଳେ , ଜଣେ ଶାନ୍ତସରଳ ମଣିଷକୁ ଯାହା କହିଲେ ସେ ହସି ହସି ସହିବାକୁ ବାଧ୍ୟ ହୁଏ।କାରଣ ତାହା ତାର ଜନ୍ମଗତ ପ୍ରକୁର୍ତ୍ତୀ ହେଇଥାଏ। କିନ୍ତୁ ଜଣେ ଅପରାଧୀ ଯେତେବେଳେ ଆଇନି ହାତରେ ଧରାପଡ଼େ ସେତେବେଳେ ଜେଲରେ ରହି ଅନୁଭବ କରେ ପ୍ରାଚୁର୍ଯ୍ୟ ପଛରେ ଦୌଡିବାର ପରିଣତି ଜେ ତାକୁ କିପରି ହସିବାକୁ ବଧ୍ୟ୍ୟ କରାଉଛି।କାରଣ ଜୀବନଟା ଅନ୍ଧକାର ହେଇଯାଇଥାଏ।
More Stories
କିଏ ଏହି ରେଭେନ୍ସା ? କାହିଁକି ତାଙ୍କ ନାମରେ ନାମିତ ହୋଇଛି ବିଶ୍ୱବିଦ୍ୟାଳୟ ? ଜାଣନ୍ତୁ…
ଆଜିଠାରୁ ସୁଭଦ୍ରା ଯୋଜନାର ପଞ୍ଜୀକରଣ
ପୋଲ ଉପରେ ୨ ଫୁଟର ପାଣି