ଜି ଉଦୟଗିରି ନବନିର୍ବାଚିତ ପୌରାଧ୍ୟକ୍ଷା ଦେବସ୍ମିତା ଶତପଥୀଙ୍କୁ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି


ଜି ଉଦୟଗିରି ନବନିର୍ବାଚିତ ପୌରାଧ୍ୟକ୍ଷା ଦେବସ୍ମିତା ଶତପଥୀଙ୍କୁ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ମାତ୍ର ୨୧ ବର୍ଷ ବୟସରେ ଦେବସ୍ମିତା ସର୍ବକନିଷ୍ଠା ପ୍ରାର୍ଥୀ ଭାବେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଛନ୍ତି। ଏଥିପାଇଁ ଶ୍ରୀ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିି। ଏହା ସହିତ ବିଜେଡି ପ୍ରାର୍ଥୀ ଦେବସ୍ମିତାଙ୍କୁ ସମର୍ଥନ କରିଥିବାରୁ ସାଂସଦ ଜି ଉଦୟଗିରିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।


error: Content is protected !!