ଭିଜିଲାନ୍ସ ଜାଲରେ ସିନିଅର ଆସିଷ୍ଟାଣ୍ଟ


ଆଠମଲ୍ଲିକ: ଭିଜିଲାନ୍ସ ଜାଲରେ ସିନିଅର ଆସିଷ୍ଟାଣ୍ଟ।କିଶୋରନଗର ବ୍ଲକ ଅଫିରେ ଭିଜିଲାନ୍ସ ଚଡାଉ।ଭିଜିଲାନ୍ସ ଜାଲରେ ସିନିଅର ଆସିଷ୍ଟାଣ୍ଟ ନିତ୍ୟାନନ୍ଦ ଗାଇରିଆ।ଦଶ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ।ଜୁନିୟର ଆସିଷ୍ଟାଣ୍ଟ ପୁର୍ଣ ଚନ୍ଦ୍ର ଭୁକ୍ତାଙ୍କ ସାଲାରୀ ୱାର୍କ ପାଇଁ ଲାଞ୍ଚ।


error: Content is protected !!