ଚୀନ୍ ଏବଂ ତାଇୱାନ୍ ମଧ୍ୟରେ ରହିଆସିଥିବା ତିକ୍ତତା ଏବେ ଯୁଦ୍ଧର ରୂପ ଧାରଣ କରିଛି। କୌଣସି ମୁହୂର୍ତ୍ତରେ ମଧ୍ୟ ଏହି ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ସୃଷ୍ଟି ହୋଇଛି। ରିପୋର୍ଟ ଅନୁସାରେ ଚୀନ୍ ଏବେ ତାଇୱାନ୍କୁ ଧ୍ୱଂସଲୀଳା ବା ବିନାଶର ଧମକ ଦେଇଥିବା ବେଳେ ପରୋକ୍ଷରେ ତାଇୱାନ୍ ମଧ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆମେରିକୀୟ ଘାତକ କ୍ଷେପଣାସ୍ତ୍ରଗୁଡ଼ିକୁ ମୁତୟନ କରିଥିବା ସୂଚନା ମିଳିଛି।

More Stories
ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ
କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ
୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର