ଶ୍ରମ କୋଡ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଆସୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସରକାରଙ୍କ “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍”କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧୂକ ଲାଭଦେବା ଏହାର ଲକ୍ଷ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି । ଶ୍ରମ କୋଡ୍ ରଦ୍ଧ ଦାବିରେ ଆଜି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ କରିବ ଦେଶବ୍ୟାପି ଧର୍ମଘଟ । ଏଥିସହ ଓଡ଼ିଶାରେ ଚାଲିଥୂବା ବେଳେ ଏହାର ସମାନ ପରିସ୍ଥିତି ଦେଖିବା ପାଇଁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍. ପି. ଭି-୫୫ ରାଜ ରାସ୍ତା ଠାରେ l ରାଜ ରାସ୍ତାରେ ଟ୍ରେଡ଼ ଓୟୁନିୟକର୍ମଚାରୀ ସମସ୍ତ କର୍ମଚାରୀ l ଏହି ଧର୍ମଘଟ କୁ ସଫଳ କରିବା ପାଇଁ ସମସ୍ତ କର୍ମଚାରୀ ଲାଗି ଏହାକୁ କିଭଳି ସଫଳ କରିବେ ତାକୁ ସଫଳ କରିବା ପାଇଁ ଯେଭଳି ବିଜୁଳି ବିଲ୍, କଟନିଛଟନି ଓ ମନରେଗାକୁ ପ୍ରସ ରଗାକୁ ପ୍ରସଙ୍ଗ କରି ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ ସଂଗଠନ । ଠନ । କଂଗ୍ରେସ ଏହି ଆନ୍ଦୋଳନ ସମର୍ଥନ ଜଣାଇଛି । ତେଣୁ ଆଜି ଏହାର ପ୍ରଭାବ ଦେଖୁବାକୁ ମିଳିବାର ସମ୍ଭାବନା ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ପାଳନ ହେବ । ବନ୍ଦ ପାଳନ ସମୟରେ ସାରାରାଜ୍ୟରେ ବସ୍, ଟ୍ରକ୍ ଏବଂ ଅନ୍ୟାନ୍ୟ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ସ୍କୁଲ ଓ କଲେଜ ବନ୍ଦ ରହିବା ଆଶଙ୍କା ରହିଛି । ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଏହି ବନ୍ଦକୁ ସମର୍ଥନ କରୁଥିବାରୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇପ । ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ପେଟ୍ରୋଲ ପମ୍ପ ମଧ୍ଯ ବନ୍ଦ ରହିଥିବା ଦେଖିବା ପାଇଁ ମିଳିଛି ।

More Stories
ସରକାର ଦେବେ ଭଡ଼ାଘର।
ଉପକୂଳରେ କମୁଛି ଜଳସ୍ତର, ଲୋକଙ୍କୁ ଘାରିଛି ମଧୁର ଜଳ ଚିନ୍ତା |
ଚୀନ୍-ତାଇୱାନ୍ ଯୁଦ୍ଧ ଆଶଙ୍କା ବଢ଼ିଲା