୧୬ରୁ ରାତି ୨ରେ ଖୋଲିବ ଶ୍ରୀମନ୍ଦିର


୧୬ରୁ ରାତି ୨ରେ ଖୋଲିବ ଶ୍ରୀମନ୍ଦିର।ଡିସେମ୍ବର ୧୬ରୁ ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର।ଶ୍ରୀମନ୍ଦିର ସବ୍ କମିଟି ବୈଠକରେ ପହିଲିଭୋଗ ନୀତି ଆଲୋଚନା।ଡିସେମ୍ବର ୧୬ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ରାତି ୨ଟାରେ ଦ୍ୱାର ଖୋଲିବ।


error: Content is protected !!