ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଯାଦବ


ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଯାଦବ , ଭୋପାଳରେ ବସିଥିବା ବିଧାୟକ ଦଳ ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେଲା ମୋହନ ଯାଦବଙ୍କ ନାଁ , ଶିବରାଜ ସରକାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ ମୋହନ , ଏଥରକୁ ମିଶାଇ ସେ ୩ଥର ବିଧାୟକ ହୋଇଛନ୍ତି।


error: Content is protected !!