ଅନଲାଇନରେ ଡ୍ରଗ୍ସ କାରବାର ସିପି


ଅନଲାଇନରେ ଡ୍ରଗ୍ସ କାରବାର ସିପି।ଓଡ଼ିଶାରେ ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର।ଫୁଡ୍‌ ଡେଲିଭରି ସଂସ୍ଥା ଜରିଆରେ ହେଉଛି ଡ୍ରଗ୍ସ କାରବାର।ଏନେଇ ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉଦବେଗ।ପୂର୍ବରୁ କେବଳ ସହରରେ ଡ୍ରଗ୍ସ ମିଳୁଥିଲା , ଏବେ ଉପାନ୍ତକୁ ବ୍ୟାପିଲାଣି।


error: Content is protected !!