VLC ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା


VLC ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲା।ଏହା ଅନ୍ୟ ବୋରୱେଲରେ ପଡ଼ିବା ଭଳି ଦୁର୍ଘଟଣା ନୁହେଁ।ଏହା ଦୁର୍ଘଟଣା ନୁହେଁ।ଏହା ଏକ ଅପରାଧ କହିଲେ ଅଗ୍ନିଶମ ଡିଜି।ସ୍ଥାନୀୟ ପୋଲିସ ଏନେଇ ୩୦୭ ଦଫାରେ ଏକ ମାମଲା କରିଛି।ଯିଏ ବି ଦୋଷୀ , ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ଡିଜି।


error: Content is protected !!