ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି


ରାଉରକେଲା ସହରରେ ବ୍ୟାପୁଛି ଝାଡ଼ାବାନ୍ତି,୨ ଦିନରେ ୩ ମହିଳା ସମେତ ୪ ଜଣଙ୍କ ମୃତ୍ୟୁ; କାଲି ୨ ଓ ଆଜି ୨ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ବର୍ତ୍ତମାନ ୧୦୨ ଜଣ ଆକ୍ରାନ୍ତ ଆରଜିଏଚ୍‌ରେ ଭର୍ତ୍ତି, ରାଉରକେଲା ସରକାରୀ ହସ୍ପିଟାଲ ଅଧୀକ୍ଷକଙ୍କ ସୂଚନା।


error: Content is protected !!