ଯାହାଙ୍କୁ ଦେଖିଲେ ବିରୋଧୀଙ୍କ ଆଖିରୁ ନିଦ ହଜିଯାଏ


ଯାହାଙ୍କୁ ଦେଖିଲେ ବିରୋଧୀଙ୍କ ଆଖିରୁ ନିଦ ହଜିଯାଏ । ଶହେଥର ଭାବିବାକୁ ପଡେ । ନମ୍ର, ନିଃସ୍ୱାର୍ଥପର ପ୍ରବୀଣ ଭିକେ ପାଣ୍ଡିଆନ ନାଁରେ ଖରପ କରି ଗପିବାକୁ ।ବିରୋଧୀଙ୍କୁ ଟିକିଏ ଲଜ୍ଜା ଲାଗୁନି । ଯେଉଁ ମାନେ କହୁଛନ୍ତି ଅଣଓଡ଼ିଆ ।ସେମାନେ ନିଜକୁ ପଚାରିଲେ ତାଙ୍କର ଯୋଗ୍ୟତା କଣ ଅଛି । ଛାଡ଼ । କିଛି ମାଲ ମିଳିଗଲେ ଏ ଦଳରୁ ସେ ଦଳକୁ ଡେଇଁ ବାକୁ ତାଙ୍କୁ ବେସି ସମୟ ଲାଗେନି । ସେମାନଙ୍କ କଥାକୁ ଗୁରୁତ୍ୱ ଦେବା ଆଦୌ ଉଚିତ ନୁହେଁ ।


error: Content is protected !!