ଶ୍ରୀ ଶ୍ରୀ ବଟେଶ୍ୱରାୟଙ୍କ ସପ୍ତଦଶ ବାର୍ଷିକ ମହାସ୍ନାନ ଉତ୍ସବ ଓ ମହାଯଂଜ୍ଞ ଉଦଯାପନୀ ଦିବସ


ପବିତ୍ର ଧନୁସଂକ୍ରାନ୍ତି ଉପଲକ୍ଷେ କୋଟସାହି ପଞ୍ଚାୟତର ବନ୍ଦାଳ ଗ୍ରାମରେ ଆୟୋଜିତ ଶ୍ରୀ ଶ୍ରୀ ବଟେଶ୍ୱରାୟଙ୍କ ସପ୍ତଦଶ ବାର୍ଷିକ ମହାସ୍ନାନ ଉତ୍ସବ ଓ ମହାଯଂଜ୍ଞ ଉଦଯାପନୀ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଞ୍ଚଳବାସୀଙ୍କ ସହ ଯୋଗଦେଇ ଶ୍ରବଣକରିବା ସହିତ ବାବା ବଟେଶ୍ୱରଙ୍କ ନିକଟରେ କୋଟସାହି ପଞ୍ଚାୟତବାସୀଙ୍କ ମଙ୍ଗଳକାମନା କଲେ ଟାଙ୍ଗୀ -ସାଲେପୁର ମାଟିରପୁଅ ଲୋକପ୍ରିୟ ନେତା ହିମାଂଶୁ ମହାନ୍ତି ।


error: Content is protected !!