-ଭୁବନ ବିଜୁ ଜନତା ଦଳ ତରଫରୁ ରବିବାର କଣପାଳ ଠାରେ ବନ୍ଧୁମିଳନ ଓ ନବ ନିଯୁକ୍ତ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ପର୍ବ ସମ୍ପୂର୍ଣ ସଫଳ ହୋଇଛି । ଜିଲ୍ଲା ବିଜେଡ଼ି ସଭାପତି ଡ଼ା ନୃସିଂହ ଚରଣ ସାହୁ ଓ କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ ( ଡ଼ୁଗୁ) ଏଥି ସକାଶେ ଭୁବନ ବିଜେଡି ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି ।
ଅନୁରୂପ ଭାବେ ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ଓ ଭୁବନ ନଗର ବିଜେଡି ସଭାପତି ତଥା କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ,ପୂର୍ବତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ବିଶେଷ କରି ବିନୋଦ କୁମାର ବେହେରା , ରାକେଶ ଆଏଚ୍, ସୁଶାନ୍ତ ପୃଷ୍ଟି,ମୁରଲୀ ମୋହନ ମାହୁନ୍ତ , ସୌରଭ ରାଉତ , ସିଲୁ ନାୟକ , ଲିଙ୍ଗରାଜ ସାହୁ , ପିତୁନୁ ପାତ୍ର, ଜଗବନ୍ଧୁ ସାହୁ , ସୁଶାନ୍ତ ବାରିକ୍ , ସିପୂନା ଦାସ , ସାଗର ସାହୁ , ଦେବାଶିଷ ସାହୁ , ବୁବୁନା ସେଠୀ , ଗଣେଶ୍ୱର ବିହାରୀ , ନାରାୟଣ ନାୟକ , ରାକେଶ ପୃଷ୍ଟି ,ବଳରାମ ସାହୁ , ସୁବ୍ରତ ବାରିକ୍ , ପ୍ରିତମ ବେହେରା , ଜୟନ୍ତ ପ୍ରଧାନ , କୁଞ୍ଜବନ ବେହେରା , ରାକେଶ ସାହୁ , ଧନେଶ୍ଵର ସାହୁ,ଭରତ ମଲ୍ଲିକ,ତ୍ରିଲୋଚନ ସାହୁ,ଶୁଭକାନ୍ତ ବର୍ଦ୍ଧନ,ଦିଲ୍ଲୀପ କୁମାର ରାଉତ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇଥିବା ବର୍ଣ୍ଣନା କରିବା ସହ ଉପରୋକ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…