ଗତ କାଲି ସକାଳ ତା.୧୫.୧୨.୨୦୨୩ ରିଖ ଠାରୁ ଏହି ସ୍ତ୍ରୀ ଲୋକଟି ନାମ ଇନ୍ଦିରା ସାହୁ, କୁସୁମଗୁଡା, ୱାର୍ଡ ନମ୍ବର.୭, ଉମରକୋଟ ନିବାସୀ ସ୍ୱାମୀ ଭୋଳା ସାହୁ (7751966344) ଙ୍କ ସ୍ତ୍ରୀ ପୁଅକୁ ଅଙ୍ଗନବାଡି କେନ୍ଦ୍ର ରେ ଛାଡିବାକୁ ଆସି ଆଉ ଘରକୁ ଫେରି ନାହାନ୍ତି। ଏଣୁ କେହି ବ୍ୟକ୍ତି ଏହି ମହିଳା ଙ୍କ ସନ୍ଧାନ ପାଆନ୍ତି ତେବେ ତାଙ୍କ ସ୍ବାମୀ ଙ୍କୁ ତାଙ୍କ ମୋବାଇଲ ନମ୍ବରରେ ଜଣେଇବା ହେବେ। ଏହି massage ଟିକୁ ନିଜ ନିଜ ଗ୍ରୁପ ରେ ପଠେଇବା ହେବେ।


error: Content is protected !!