ନାମ – ପିଙ୍କି,ଘର – ବକ୍ସିବଜାର, କେନାଲ ରୋଡ,ବୟସ – ୩୫,ଏହି ମହିଳା ଜଣଙ୍କ ହେଉଛନ୍ତି ମୁକ ବଧିର କଥା କହି ପାରନ୍ତିନି।ଚଳିତ ବର୍ଷ କଟକ ବାଲିଯାତ୍ରା ରେ ସେ କୁଆଡେ ହଜିଯାଇଛନ୍ତି।ଯଦି ଆପଣ ମାନେ ଏହି ମହିଳା ଜଣଙ୍କୁ ଦେଖିବେ, ତାହାଲେ ତୁରନ୍ତ ଆମ ସହ ଯୋଗାଯୋଗ କରିବାକୁ ଅନୁରୋଧ।Mobile -9338724129,9437108107


error: Content is protected !!