କର୍ଣ୍ଣାଟକ ସୋମନାଥପୁରର ଚେନ୍ନକେଶ୍ୱର ମନ୍ଦିର


କର୍ଣ୍ଣାଟକ ସୋମନାଥପୁର ର ଚେନ୍ନକେଶ୍ୱର ମନ୍ଦିର lନିର୍ମାଣ :: ହୋୟେସାଲା ରାଜନ୍ୟ ମୂର୍ତ୍ତି ଟି ଚତୁର୍ମୁଖ ବ୍ରହ୍ମା ଙ୍କର lଦକ୍ଷିଣ ଦୁଇ ହାତରେ ଗୋମାତା କାମଧେନୁ ଦଣ୍ଡ ଓ ଅକ୍ଷମାଳ lବାମ ଦୁଇ ହାତରେ ବ୍ରହ୍ମଅସ୍ତ୍ର ଓ ମୃତ ସଂଜୀବନୀ ପାତ୍ର lଏହି ଅଙ୍ଗ ସଜ୍ଜା ବ୍ରହ୍ମ ବୈବର୍ତ୍ତ ପୁରାଣ ର ଅନୁରୂପ l ବ୍ରହ୍ମା ତେତିଶ କୋଟି ଜୀବ ସର୍ଜ୍ଜନା କରି ଜଗତ କଲ୍ୟାଣ ନିମନ୍ତେ ଏହି ରୂପ ଧାରଣ କରିଥିଲେ lଏଠାରେ ଶିଳ୍ପୀ ଙ୍କର ଭାସ୍କର୍ଯ୍ୟ ଦକ୍ଷତା ସହିତ ପୌରାଣିକ ଜ୍ଞାନ ର ଅଲୌକିକ ଉପଲବ୍ଧି ର ପ୍ରମାଣ ମିଳେ lଓଁ ଶ୍ରୀ ବ୍ରହ୍ମ ଦେବ lଜୟ ଶ୍ରୀ ଜଗନ୍ନାଥ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!