ଶ୍ରୀ ବୀର ନାରାୟଣ ମନ୍ଦିର


{●} ଶ୍ରୀ ବୀର ନାରାୟଣ ମନ୍ଦିର {♤}ଗଦାଗ ଜିଲ୍ଲାକର୍ଣ୍ଣାଟକ lଏହି ମନ୍ଦିରକୁ ହୋୟେସାଲା ବଂଶୀୟ ରାଜା ବିଷ୍ଣୁ ବର୍ଦ୍ଧନ ଖ୍ରୀ 1117 ରେ ନିର୍ମାଣ କରାଇଥିଲେ l ଏହି ମନ୍ଦିରକୁ ତାଙ୍କ ଆଧ୍ୟାତ୍ମିକ ଗୁରୁ ଶ୍ରୀ ରାମାନୁଜ ଓ ତାଙ୍କର ଅନୁଗାମୀ ଅନ୍ୟାନ୍ୟ ଆଲବାର ସନ୍ଥମାନେ ପ୍ରତିଷ୍ଠା କରିଥିଲେ lଏଠାରେ ପୂଜିତ ବିଷ୍ଣୁ ପ୍ରତିମାଙ୍କ ଶୀର୍ଷରେ ଗଜଲକ୍ଷ୍ମୀଙ୍କର ବିଗ୍ରହ, ବିଷ୍ଣୁଙ୍କର ମସ୍ତକକୁ ବେଷ୍ଟନ କରି ଦଶାବତାର, ଉଭୟ ପାର୍ଶ୍ଵରେ ଶ୍ରୀଦେବୀ ଲକ୍ଷ୍ମୀ ଓ ଭୂଦେବୀ ପୃଥିବୀ ପୂଜା ପାଉଛନ୍ତି lଏହି ମନ୍ଦିରରେ ଉତ୍କୀର୍ଣ୍ଣ 5ଟି ମହତ୍ତ୍ୱପୂର୍ଣ୍ଣ ଶିଳାଲେଖରୁ ତତ୍କାଳୀନ ବୈଷ୍ଣବ ଧର୍ମର ଉନ୍ମେଷ ଓ ବିକାଶ ଉପରେ ପ୍ରାମାଣିକ ତଥ୍ୟ ମିଳିଥାଏ lଜୟ ଶ୍ରୀ ବୀର ନାରାୟଣ lଜୟ ଶ୍ରୀ ଜଗନ୍ନାଥ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!