ଜଳିଗଲେ ୫୦ ଛେଳି


ଖଲ୍ଲିକୋଟ: ଗୁହାଳ ଜାଳିଦେଲେ ଦୁର୍ବୃତ୍ତ, ୫୦ରୁ ଅଧିକ ଛେଳି ମୃତ।ପଥରା ଗାଁ କଙ୍କେଇଠାରେ ଥିବା ଛେଳି ଗୁହାଳ ଜାଳିଦେଲେ ଦୁର୍ବୃତ୍ତ।ଗାଁଠାରୁ ଦୂରରେ ଥିବା ଛେଳି ଗୁହାଳ କିଏ ଜାଳିଲା ଜଣାପଡ଼ିନି।


error: Content is protected !!