ଜଗନ୍ନାଥ ସଂସ୍କୃତି ନଷ୍ଟ କରିବାକୁ ଉଦ୍ୟମ


କାମିୟା ଜାନି ବିବାଦ: ବିଧାୟକ ସୁର୍ଯ୍ୟବଂଶୀ ସୁରଜଙ୍କ ପ୍ରତିକ୍ରିୟା।ବିଜେଡି ସରକାରଙ୍କ ମାନସିକତା କଳାପାହାଡ଼ ମାନସିକତା।ମହାପ୍ରସାଦକୁ ମାର୍କେଟିଂ କଲେ ଲେକେ କ୍ଷମା ଦେବେନି।କାମିୟା ଗୋ ମାଂସ ଖାଆନ୍ତୁ, ନଖାଆନ୍ତୁ ତାହା ପ୍ରସଙ୍ଗ ନୁହେଁ।ସେ ଗୋ ମାଂସ ପ୍ରଚାର କରୁଛନ୍ତି, ଏଭଳି ବ୍ୟକ୍ତିଙ୍କୁ କିଭଳି ଶ୍ରୀମନ୍ଦିରରେ ପୁରାଇଲେ।ପ୍ରଭାବଶାଳୀ ଲୋକ ଓଡ଼ିଆ ସଭ୍ୟତାକୁ ନଷ୍ଟ କରିବାକୁ ଚାହୁଁଛନ୍ତି।ଜଗନ୍ନାଥ ସଂସ୍କୃତି ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି- ସୂର୍ଯ୍ୟବଂଶୀ।


error: Content is protected !!