ଇସ୍ରାଏଲର ଆକ୍ରମଣ: ୬୮ମୃତ


ଗାଜାର ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ଆକ୍ରମଣ।ଇସ୍ରାଏଲର ଏୟାରଷ୍ଟ୍ରାଇକରେ ୬୮ ଜଣଙ୍କ ମୃତ୍ୟୁ।ମୃତକଙ୍କ ମଧ୍ୟରେ ୧୨ ମହିଳା ଓ ୭ ଶିଶୁ ଥିବା ସୂଚନା।ଏଯାବତ୍ ଯୁଦ୍ଧରେ ୨୦ ହଜାରରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ।ଅଢ଼େଇ ଲକ୍ଷ ନାଗରିକ ବିସ୍ଥାପିତ ହୋଇଥିବା ସୂଚନା।


error: Content is protected !!