ଗଳାବାଟ ଦେଇ ଶ୍ରୀମନ୍ଦିରରେ ଏଣ୍ଟ୍ରି କରୁଛନ୍ତି ଭକ୍ତ


ଗଳାବାଟ ଦେଇ ଶ୍ରୀମନ୍ଦିରରେ ଏଣ୍ଟ୍ରି କରୁଛନ୍ତି ଭକ୍ତ।ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି। ବ୍ୟାରିକେଡ୍ ଠେଲି ଶ୍ରୀମନ୍ଦିର ଭିତରକୁ ପଶିଯାଇଛନ୍ତି ଭକ୍ତ। ଅସମ୍ଭାଳ ଭିଡ଼କୁ ପୁଲିସ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।


error: Content is protected !!